Download Now Banner

This browser does not support the video element.

ଜି ଉଦୟଗିରି: ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ୨ ଦିନ ବ୍ୟବଧାନରେ ୨ଟି ବାଇକ୍ ଚୋରି, ଥାନାରେ ଅଭିଯୋଗ

G Udayagiri, Kandhamal | Sep 7, 2025
ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ୨ ଦିନ ବ୍ୟବଧାନରେ ୨ଟି ବାଇକ୍ ଚୋରି ହୋଇଛି।ଶୁକ୍ରବାର ଉକ୍ତ ଥାନା ସିମନବାଡ଼ି ଅଞ୍ଚଳର ତେଜରାତି ବ୍ୟବସାୟୀ ଏ. ବାଲାଜୀ ପାତ୍ର ନିଜ ବାଇକ୍‌ଟିକୁ ଘର ସମ୍ମୁଖରେ ରଖୁଥ‌ିବା ବେଳେ ରାତିରେ କେହି ଦୁର୍ବୃତ୍ତ ତାଙ୍କ ବାଇକ ଚୋରି କରିନେଇଥିବା ସେ କହିଛନ୍ତି। ସେ ବାଇକ୍‌ଟିକୁ ଖୋଜାଖୋଜି କରିବା ସହ ଥାନାରେ କହିଛନ୍ତି.ସେହିପରି ଦାରିଙ୍ଗବାଡ଼ି ଜାଗୃତି ସାହିରେ ରହୁଥ‌ିବା ଜଣେ ମହିଳା ସ୍ବାସ୍ଥ୍ୟକର୍ମୀ ନର୍ମଦା ମହାରଣାଙ୍କ ସ୍ବାମୀ ଚଳାଉଥିବା ବାଇକ୍ ବାଇକଟି ଘର ସମ୍ମୁଖରେ ରଖୁଥିଲେ, ଆଜି କେହି ନେଇଅଛନ୍ତି.
Read More News
T & CPrivacy PolicyContact Us