Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ଉତୁକୁଡା ପଞ୍ଚାୟତ ବହୁ ଗାଁରେ ଗ୍ୟାସ ଟାଙ୍କି ଲିକ ହୋଇ ଜଳିଗଲା ଦୁଇ ବଖରା ଘର

Bhadrak Rural, Bhadrak | Aug 25, 2025
ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଳକଅନ୍ତର୍ଗତ ଉତୁକୁଡ଼ା ପଞ୍ଚାୟତ ବହୁ ଗାଁ ରେ ଘଟିଛି ଏପରି ଅଘଟଣ।ସୂଚନା ମୁତାବକ ଆଜି ସକାଳ ୬ ଘଟିକା ସମୟରେ ସୁରେନ୍ଦ୍ର ମଲ୍ଲିକଙ୍କ ଘରେ ହଠାତ ଗ୍ୟାସଟାଙ୍କି ଲିକ କରିଥିଲା । ଚାହୁଁ ଚାହୁଁ ନିମିଷକେ ମଧ୍ୟରେ ନିଆଁ ଚାରିଆଡେ ବ୍ୟାପି ଯାଇଥିଲା।ଝିପ ଝିପବର୍ଷା ଲାଗି ରହିଥିଲେସୁଦ୍ଧା ନିଆଁ ଚାରିଆଡେ ବ୍ୟାପି ଯାଇଥିଲା।ଗ୍ୟାସଟାଙ୍କି ଭୟରେ କେହି ଘର ଭିତରକୁ ଯିବାକୁସାହସକରି ନଥିଲେ।ଫଳରେଘରରସମସ୍ତ ଜିନିଷ ପୋଡ଼ି ପାଉଁଶ ହୋଇଯାଇଥିଲା।କିଛି ସମୟ ପରେ ଚାନ୍ଦବାଲିଦମକଳବାହିନୀପହଞ୍ଚି ନିଆଁକୁଆୟତ୍ତକରିଥିଲେସୁଦ୍ଧା ସେତେବେଳେକୁ ସବୁକିଛିପୋଡିପାଉଁଶହୋଇଯାଇଥିଲା
Read More News
T & CPrivacy PolicyContact Us