Download Now Banner

This browser does not support the video element.

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଲିସ ମୁଖ୍ଯାଳୟ ଠାରୁ ସାଇକେଲ୍ ରେ ରବିବାର କାର୍ଯ୍ୟକ୍ରମ ଅନୁଷ୍ଠିତ

Malkangiri, Malkangiri | Aug 24, 2025
ମାଲକାନଗିରି ପୋଲିସ ପକ୍ଷରୁ ସାଇକେଲ୍ ରେ ରବିବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରବିବାର ପୂର୍ବାହ୍ନରେ ଫିଟ୍ ଇଣ୍ଡିଆ ଅଭିଯାନର ଏକ ଅଂଶ ସ୍ବରୂପ ସାଇକେଲ୍ ରେ ରବିବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ମାଲକାନଗିରି ସ୍ଥିତ ଏସପିଙ୍କ କାର୍ଯ୍ୟାଳୟରୁ ସାଇକେଲ୍ ରେ ବାହାରିଥିଲେ ପୋଲିସ କର୍ମଚାରୀ।
Read More News
T & CPrivacy PolicyContact Us