Download Now Banner

This browser does not support the video element.

କୁଚିଣ୍ଡା: କୁଚିଣ୍ଡା ଅଞ୍ଚଳରେ ବିଦ୍ୟୁତ୍ ସମସ୍ୟା ନେଇ ମନ୍ତ୍ରୀ ଙ୍କ ଠାରେ ଅଭିଯୋଗ

Kochinda, Sambalpur | Sep 28, 2025
କୁଚିଣ୍ଡା ଅଞ୍ଚଳରେ ବିଦ୍ୟୁତ୍ ସମସ୍ୟା ନେଇ ଅଞ୍ଚଳବାସୀ ମାନେ ମନ୍ତ୍ରୀ ରବି ନାଏକ ଙ୍କ ଅଫିସକୁ ଯାଇ ଅଭିଯୋଗ କରିଥିବା ବେଳେ ମନ୍ତ୍ରୀ ଶ୍ରୀ ନାଏକ ଶୀଘ୍ର ସମାଧାନ ନେଇ ପ୍ରତିଶ୍ରୁତି ଦେଇଛନ୍ତି। ସୂଚନା ଅନୁସାରେ ଗତ କିଛି ଦିନରୁ କୁଚିଣ୍ଡା ଅଞ୍ଚଳରେ ଲୋକମାନେ ବିଦ୍ୟୁତ ସମସ୍ୟାର ସମ୍ମୁଖୀନ ହୋଇ ଆସୁଛନ୍ତି। ଏହାକୁ ନେଇ ରବିବାର ସନ୍ଧ୍ୟା ୫ ଟା ସମୟରେ ମନ୍ତ୍ରୀ ରବି ନାରାୟଣ ନାଏକ ଙ୍କ ଠାରେ ଅଭିଯୋଗ କରାଯାଇଥିବା ବେଳେ ଟାଟା ପାୱାର ଅଧିକାରୀଙ୍କ ସହ କଥାବାର୍ତ୍ତା କରି ଅତିଶିଘ୍ର ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ମନ୍ତ୍ରୀ ଶ୍ରୀ ନାଏକ ପ୍ରତିଶ୍ରୁତି ଦେଇଛନ୍ତି।
Read More News
T & CPrivacy PolicyContact Us