Download Now Banner

This browser does not support the video element.

ସୁନ୍ଦରଗଡ ସହର: ବଳବସପୂର ଠାରେ ରଜକ ସେବା ସଂଘର ଆଂଚଳିକ କମିଟି ପୁନର୍ଗଠିତ..

Sundargarh Town, Sundargarh | Nov 18, 2024
ରଜକ ସେବା ସଂଘର ହେମଗିର (ଗ) ଜୋନ ର ଆଂଚଳିକ କମିଟି ପୁନର୍ଗଠିତ ହୋଇ ଯାଇଛି । ଏହି ଅବସରରେ ଆଜି ଦିନ 1 ଟା ବେଳେ ବଲବସପୁର ଗ୍ରାମରେ ଆୟୋଜିତ ସାଧାରଣ ସଭାରେ ସଂଘର ଜିଲ୍ଲା କମିଟି ସଭାପତି ପ୍ରତାପ କୁମାର ବେଜି, ସମ୍ପାଦକ କୂଳଦୀପ ସେଠ, ପୂର୍ବତନ କେନ୍ଦ୍ରୀୟ କମିଟି ସଭାପତି କ୍ଷୀରୋଦ ଚନ୍ଦ୍ର ସେଠ, ସହ ସମ୍ପାଦିକା ପ୍ରଭାସିନୀ ସେଠ, ଉପଦେଷ୍ଟା ଭଗବାନ ସେଠ ଅତିଥି ଭାବେ ଯୋଗ ଦେଇ ରଜକ ସମାଜରେ ଶିକ୍ଷାର ବିକାଶ, ସାମାଜିକ ସଂସ୍କାର, ଅର୍ଥନୈତିକ ଅଭିବୃଦ୍ଧି, ନିଶା ନିବାରଣ, କୁସଂସ୍କାର ଦୂରୀକରଣ ,ନେଇ ଆଲୋଚନା କରିଥିଲେ..
Read More News
T & CPrivacy PolicyContact Us