This browser does not support the video element.
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଅବ୍ୟବସ୍ଥା ଭିଡିଓ ଭାଇରଲ
Paralakhemundi, Gajapati | Jul 18, 2024
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏଠି ଡାକ୍ତର ଅଭାବ ଡାକ୍ତର ଅଛନ୍ତି କିନ୍ତୁ ବାହାରେ ପ୍ରାଇଭେଟ କ୍ଲିନିଙ୍ଗୀ ରେ ଟାଇମ ଦିଅନ୍ତି ରୋଗୀଙ୍କ ପାଇଁ ଆବଶ୍ୟକ ବେଡ଼ ନାହିଁ ଯାହା ଦ୍ୱାରା ବର୍ଷା ଦିନେ କିପରି ରୋଗୀଙ୍କୁ ତଳେ ଶୁଆଇ ଚିକିତ୍ସା ଦିଆଯାଉଛି କୋଟି କୋଟି ଟଙ୍କା ର ମେଡିକାଲ ଉଧୃଘାଟନ ହେଇଥିଲା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମୋ ସ୍ୱାସ୍ଥ୍ୟ କେନ୍ଦ୍ର ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ କରିଥିଲେ ହେଲେ ରୋଗୀଙ୍କୁ ଦେଖିଲେ ଜଣା ପଡୁଛି କେତେ ଉର୍ନ୍ନତି ହେଇଛି ଏଭଳି ଏକ ଭିଡ଼ିଓ ଗୁରୁବାର ଭାଇରଲ ହେଇଛି