Download Now Banner

This browser does not support the video element.

ନୂଆପଡା: ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୨୦୨୫-୨୬ବର୍ଷର କପା କ୍ରୟ ସଚେତନତା ପ୍ରଚାର ରଥ ର ଶୁଭାରମ୍ଭ

Nuapada, Nuapada | Sep 10, 2025
ଆଜି ଦିନ ଏଗାରଟା ସମୟରେ ନୂଆପଡ଼ା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୨୦୨୫-୨୬ ବର୍ଷ ପାଇଁ କପା କ୍ରୟ ଉପରେ ଜିଲ୍ଲା ନଦୀ ଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପ୍ରଚାର ରଥ ର ଶୁଭାରମ୍ଭ ହୋଇଯାଇଛି।ଜିଲ୍ଲାପାଳ ମଧୁସୂଦନ ଦାସ ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ ଉପଜିଲ୍ଲାପାଳ ଶୂର୍ମି ସୋରେନ ଖରୀଆର ରୋଡ ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ଆର୍ଯ୍ୟ କୁମାର ମୁଦୁଲି ଡି ଆର ସି ଏସ ଶିବ ପ୍ରସାଦ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ରଥର ଶୁଭାରମ୍ଭ କରିଥିଲେ
Read More News
T & CPrivacy PolicyContact Us