Download Now Banner

This browser does not support the video element.

କବିସୂର୍ଯ୍ୟନଗର: ବେଗୁନିଆପଡା ସ୍ଥିତ ଏ ବି ସି ଡି ପବ୍ଲିକ ସ୍କୁଲରେ ବିଜ୍ଞାନ ମେଳା ଅନୁଷ୍ଠିତ

Kabisuryanagar, Ganjam | Aug 31, 2025
ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବେଗୁନିଆପଡା ସ୍ଥିତ ଏ ବି ସି ଡି ପବ୍ଲିକ ସ୍କୁଲ ପରିସରରେ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ମେଳାକୁ ବରିଷ୍ଠ ଶିକ୍ଷାବିତ ଜଟେଶ୍ୱର ସାହୁ ଉଦଘାଟନ କରିଥିବା ବେଳେ ଏହି ମେଳାରେ ୮୦ ଟି ପ୍ରକଳ୍ପ ସ୍ଥାନ ପାଇଥିଲା। ବିଚାରକ ଭାବେ ଜଟେଶ୍ୱର ସାହୁ, ଚିନ୍ମୟୀ ଶତପଥୀ, ଶୁଭସ୍ମିତା ବେହେରା ପିଲାଙ୍କ ପ୍ରକଳ୍ପ ଗୁଡିକୁ ମୂଲ୍ୟାୟନ କରିଥିବା ବେଳେ ପ୍ରତ୍ୟେକ ବିଭାଗରେ ୩ ଜଣଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧକ୍ଷ ସନ୍ତୋଷ କୁମାର ବିଷୋୟୀ, କେ ଅଶୋକ କୁମାର ସେନାପତି ଉପସ୍ଥିତ ଥିଲେ ।
Read More News
T & CPrivacy PolicyContact Us