This browser does not support the video element.
କେନ୍ଦ୍ରାପଡା: ଗୋବିନ୍ଦପୁର ଗ୍ରାମର ଖରସ୍ରୋତା ନଦୀରେ ଭାସି ଯାଉଥିବା ମହିଳାଙ୍କୁ ଗ୍ରାମବାସୀମାନଙ୍କ ଉଦ୍ୟମରେ ଉଦ୍ଧାର
Kendrapara, Kendrapara | Sep 10, 2025
କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକର ଗୋବିନ୍ଦପୁର ଗ୍ରାମର ଖରସ୍ରୋତା ନଦୀରେ ଅଚାନକ ଭାସିଯାଉଥିଲେ ଜଣେ ମହିଳା , ଗୋବିନ୍ଦପୁର ଗ୍ରାମର ଗ୍ରାମବାସୀମାନେ ସଚେତନତା ସହିତ ତାଙ୍କୁ ଉଦ୍ଧାର କରିଥିଲେ , ସୂଚନା ଅନୁସାରେ, ଆଜି ପ୍ରାୟ ୧୧ ଘଣ୍ଟିକା ସମୟରେ ମହିଳା ଜଣକ କିପରି ନଦୀରେ ପଡିଯାଇଥିଲେ, ତାହା ସ୍ପଷ୍ଟ ହୋଇନଥିବା ବେଳେ, ସେ ଖରସ୍ରୋତା ନଦୀରେ ତାଙ୍କୁ ଜଳରେ ଭାସୁଥିବା ଅବସ୍ଥାରେ ଦେଖି, ଗୋବିନ୍ଦପୁର ଗ୍ରାମର କିଛି ଯୁବକ ତୁରନ୍ତ ନଦୀକୁ ଡେ଼ଇଁ ପଡି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ଓ ସେମାନେ ମଧ୍ୟ ମହିଳାଙ୍କୁ ସୁରକ୍ଷିତ ଭାବେ କୂଳକୁ ଆଣିଥିଲେ