Install App
pramodjagadev8
This browser does not support the video element.
ରାଉରକେଲା ମ୍ୟୁନିସିପାଲଟି: ରାଉରକେଲା ଏସପି କାର୍ଯ୍ୟାଳୟର ସୂଚନା ଅନୁଯାୟୀ ବ୍ରହ୍ମଣୀତରଙ୍ଗଥାନାର S.I. U.K.Sahu ସକାଳ ୯ଟାରେ ଚିକଟମାଟିରୁ ଗଞ୍ଜେଇ ଓ ଆରୋପିକୁ ଧରିଲେ
Raurkela M, Sundargarh | Sep 2, 2025
ସେପ୍ଟେମ୍ବର ୨ତାରିଖ ସକାଳ,୯ ଟାରେ SI,U.K.Sahu ପେଟ୍ରୋଲିଙ୍ଗ ସମୟରେ ବ୍ରାହ୍ମଣିତରଙ୍ଗ ଥାନ ଅନ୍ତର୍ଗତ ଚିକଟମାଟିରୁ,୪୫ବର୍ଷୀୟ ମନୋଜ କିଷାନକୁ ଏକ କିଲୋ ଗଞ୍ଜେଇ ସହ ଗିରଫ କରି,ବ୍ରାହ୍ମଣୀତରଙ୍ଗ ଥାନା କେସ ନମ୍ବର -୩୭୦ ତା ୦୨/୦୯/୨୦୨୫ ଧାରା ୨୦(b)(¡¡)(A)NDPS ଆଇନ ଅନୁଯାୟୀ କୋର୍ଟ ଚାଲାଣ କଲେ
Share
Read More News
T & C
Privacy Policy
Contact Us
Your browser does not support JavaScript!