Download Now Banner

This browser does not support the video element.

ସୁକିନ୍ଦା: ଦାମୋଦରପୁର ଗ୍ରାମରେ ଠାକୁର ଭଷାଣୀ ସମୟରେ ଗଣ୍ଡଗୋଳ ଥାନାରେ ଅଭିଯୋଗ ,ଦୁଇ ଗିରଫ

Sukinda, Jajpur | Sep 10, 2025
ଦାମୋଦରପୁର ଗ୍ରାମରେ ସୋମବାର ରାତିରେ ଠାକୁର ଭଷାଣୀ ସମୟରେ ବ୍ୟକ୍ତିଗତ ସମସ୍ୟାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା । ଏହି ଗଣ୍ଡଗୋଳରେ ଅନେକ ଆହତ ହୋଇବା ବେଳେ ଦୁଇ ପକ୍ଷଙ୍କ ପକ୍ଷରୁ ସୁକିନ୍ଦା ଥାନାରେ ଦୁଇଟି ଲିଖିତ ଅଭିଯୋଗ ହୋଇଥିଲା । ସୁକିନ୍ଦା ପୋଲିସ ଲିଖିତ ଅଭିଯୋଗକୁ ଭିତ୍ତିକରି ମାମଲା ରୁଜ୍ଜୁ କରି ସାକ୍ଷ୍ୟ ପ୍ରମାଣ ଆଧାରରେ ଦୁଇ ଜଣ ସିପୁ ବେହେରା ଓ ପବିତ୍ର ପଲେଇକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
Read More News
T & CPrivacy PolicyContact Us