This browser does not support the video element.
ବରଗଡ: ମଝଲିବନ୍ଧ ରାସ୍ତାରେ ପଡିଥିଲା ଜଣେ ବୃଦ୍ଧଙ୍କ ଶଵ, ପରିବାର ଲୋକେ ଶବକୁ କଲେ ଉଦ୍ଧାର
Bargarh, Bargarh (Baragarh) | Sep 5, 2025
ବରଗଡ଼ ମଝଲିବନ୍ଧ ରାସ୍ତାରେ ଜଣେ ବୃଦ୍ଧଙ୍କ ସବ ପଡ଼ିଥିବା ଦେଖିବାକୁ ମିଳିଛି | ଶୁକ୍ରବାର ଅପରାହ୍ନ 2 ଘଣ୍ଟା ସମୟରେ ସ୍ଥାନୀୟ ଲୋକଙ୍କ ଠାରୁ ପରିବାର ଲୋକେ ଖବର ପାଈ ସବକୁ ଉଦ୍ଧାର କରିଛନ୍ତି | ତେବେ ପରିବାର ଲୋକଙ୍କ କହିବା ଅନୁସାରେ ବୃଦ୍ଧ ଜଣଙ୍କୁ ପ୍ରାୟ 80 ବର୍ଷ ହେଉଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟ ବସ୍ତା ଠିକ ନ ଥିଲା ସେ ପରିସ୍ରା ଆସିବା ସମୟରେ ପଡି ଯାଇ ମୃତ୍ୟୁ ହୋଇଛି ବୋଲି ପରିବାର ଲୋକେ କହିଛନ୍ତି | ତେବେ ବୃଦ୍ଧ ଜଣକ ହାଟପଦାୱାର୍ଡ ନମ୍ବର 6 ଅଞ୍ଚଳର ହୋଇଥିବା ସୂଚନା ମିଳିଛି | ପରିବାର ଲୋକେ ପହଞ୍ଚି ସବକୁ ଘରକୁ ନେଇଥିବା ସୂଚନା ରହିଛି |