Download Now Banner

This browser does not support the video element.

ବରଗଡ: ଥାନା ଛକ,ଲେଙ୍ଗୁ ମିଶ୍ର ଛକ ଓ ହସ୍ପିଟାଲ ରୋଡ ପର୍ଯ୍ୟନ୍ତ ଜବର ଦଖଲ ଜମି ଚିହ୍ନଟ କଲା ପୌର ପରିଷଦ

Bargarh, Bargarh (Baragarh) | Sep 3, 2025
ଜବର ଦଖଲ ଜମିକୁ ଚିହ୍ନଟ କଲା ପୌରପରିଷଦ | ବରଗଡ଼ ଥାନା ଛକ ଲେଙ୍ଗୁ ମିଶ୍ର ଛକ ଓ ହସ୍ପିଟାଲ ରୋଡ଼ ପର୍ଯ୍ୟନ୍ତ ଜବର ଦଖଲ ଜମିକୁ ବୁଧବାର ସନ୍ଧ୍ୟା ୫ ଘଣ୍ଟା ସମୟରେ ପୌରପରିଷଦ ଓ ଆରଆଇ ଉପସ୍ଥିତ ରହି ଚିହ୍ନଟ ଦେଇଥିଲେ | ବରଗଡ଼ ସହରର ଉନ୍ନତିକରଣ ପାଇଁ ସହରରେ ଏବେ ଜବର ଦଖଲ ଉଚ୍ଛେଦ କାର୍ଯ୍ୟ ବିଭିନ୍ନ ସ୍ଥାନରେ ଆରମ୍ଭ କରାଯାଇଛି | ତେବେ ଆଜି ବରଗଡ଼ ଥାନା ଛକ ଲେଙ୍ଗୁ ମିଶ୍ର ଛକ ଓ ହସ୍ପିଟାଲ ରୋଡ଼ ପର୍ଯ୍ୟନ୍ତ ଜବର ଦଖଲ ଜମିକୁ ଚିହ୍ନଟ କରାଯାଇଛି | ତେବେ ଚିହ୍ନଟ ପ୍ରକ୍ରିୟା ସରିବା ପରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି ।
Read More News
T & CPrivacy PolicyContact Us