Download Now Banner

This browser does not support the video element.

ଖୋର୍ଦ୍ଧା: ଖୋର୍ଦ୍ଧା ଏସପିଙ୍କ କାର୍ଯ୍ୟଳୟରେ ପୂର୍ବତନ ଏସପିଙ୍କୁ ଦିଆଗଲା ବିଦାୟ କାଳୀନ ସମ୍ବର୍ଦ୍ଧନା

Khordha, Khordha | Aug 24, 2025
ଖୋର୍ଦ୍ଧା ଏସପିଙ୍କୁ ଦିଆଗଲା ବିଦାୟକାଳୀନ ସମ୍ବର୍ଦ୍ଧନା l ଖୋର୍ଦ୍ଧା ଏସପି ସାଗରିକା ନାଥଙ୍କୁ ଦିଆଯାଇଛି ବିଦାୟକାଳୀନ ସମ୍ବର୍ଦ୍ଧନା l ସାଗରିକା ନାଥ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ)ର ଏସ୍ପି ଭାବେ ନିଯୁକ୍ତି ପାଇଛନ୍ତି । ୨୦୧୬ବ୍ୟାଚ୍ର ଓଡ଼ିଶା କ୍ୟାଡର ଆଇପିଏସ୍ ଅଫିସର ସାଗରିକା ନାଥଙ୍କ 'ଏନ୍ଆଇଏ'ରେ ଏସ୍ପି ନିଯୁକ୍ତି ନେଇ ଗୃହ ମନ୍ତ୍ରଣାଳୟର ସଚିବ ସଂଜୀବ କୁମାର ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଏହା ସ୍ପଷ୍ଟ କରିଛନ୍ତି।
Read More News
T & CPrivacy PolicyContact Us