Install App
sushantpattnayak1983
This browser does not support the video element.
ଛତ୍ରପୁର: ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ପଡ଼ିଆରେ କର୍ପୋରେଟର ଓ ସାମ୍ବାଦିକ ଟିମ୍ ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ଯାଚ୍ ଅନୁଷ୍ଠିତ
Chhatrapur, Ganjam | Aug 24, 2025
ବ୍ରହ୍ମପୁର ସ୍ଥିତ ଖଲ୍ଲିକୋଟ ବିଶ୍ବ ବିଦ୍ୟାଳୟ ପଡିଆ ଠାରେ ଏକ ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି। ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ରବିବାର ଅପରାହ୍ନରେ ଅନୁଷ୍ଠିତ ଉକ୍ତ ମ୍ଯାଚ୍ ରେ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, କମିଶନର ପ୍ରଥମେଶ ଅରବିନ୍ଦ ରାଜଶିକ୍ରେ ଉପସ୍ଥିତ ଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!