Download Now Banner

This browser does not support the video element.

ଦେବଗଡ: ରିଆମାଳ ବନାଂଚଳର ବିଭିନ୍ନ ସ୍ଥାନରେ ୮୨ ହାତୀ ରହିଥିବା ବେଳେ ଜାରି ରହିଛି ଉପଦ୍ରବ

Debagarh, Debagarh (Deogarh) | Aug 21, 2025
ଦେବଗଡ ବନଖଣ୍ଡ ରିଆମାଳ ବନାଂଚଳର ବିଭିନ୍ନ ସ୍ଥାନରେ ଆଜି ୮୨ ଟି ହାତୀ ରହିଥିବା ବେଳେ ବିଭିନ୍ନ ସ୍ଥାନରେ ଉପଦ୍ରବ ଜାରି ରହିଛି । ଏନେଇ ଆଜି ରାତି ୧୦ ଟାରେ ବନବିଭାଗ ଠାରୁ ସୂଚନା ମିଳିଛି । ହାତୀ ଉପଦ୍ରବ ଯୋଗୁଁ ବିଭିନ୍ନ ସ୍ଥାନରେ ଧାନ ଚାଷ କ୍ଷୟକ୍ଷତି ହେଉଥିବା ଜଣାପଡିଛି । ହାତୀ ଥିବା ଅଂଚଳରେ ବନବିଭାଗ କର୍ମଚାରୀ ପେଟ୍ରୋଲିଂ କରୁଛନ୍ତି । ହାତୀ ଯେଭଳି ଜନବସତୀ ମୁହାଁ ନହେବେ ସେଥିପ୍ରତି ଧ୍ୟାନ ଦେବା ସହିତ ହାତୀ ଘଉଡାଇବାକୁ ଚେଷ୍ଟ ଜାରି ରହିଥିବା ରିଆମାଳ ରେଞ୍ଜର ସୂଚନା ଦେଇଛନ୍ତି ।
Read More News
T & CPrivacy PolicyContact Us