Install App
parikhita02
This browser does not support the video element.
ଆଠମଲ୍ଲିକ: ଫସଲ ନଷ୍ଟ କଲା ହାତୀ ରେଞ୍ଜ କାର୍ଯ୍ୟ। ଳୟ ଠାରେ ଅଭିଯୋଗ କାଲେ ଚାଷୀ , ଅନୁଗୋଳ ଜିଲ୍ଲା ଧଣ୍ଡାତୋପା ରେଞ୍ଜ କନ୍ତପଡା ପଞ୍ଚାଯତ ର କେଞ୍ଚୁଆନାଳ
Athmallik, Angul | Sep 27, 2025
କେଞ୍ଚୁଆନାଳି ଗ୍ରାମରେ ଶନିବାର ଦିନ ହାତୀ ଉପଦ୍ରବ ହୋଇଛି । ନିକଟସ୍ଥ ଜଙ୍ଗଲ ରୁ ହାତୀ ମାନେ ଗ୍ରାମାଭିମୁଖୀ ହୋଇ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି । ବିଶେଷ କରି ଗ୍ରାମର ରଞ୍ଜି ବେହେରା ଓ ବାବାଜୀ ବେହେରା ଙ୍କର ଧାନ ବିଲ ରେ ହାତୀ ମାନେ ପଶି ଫସଲ ନଷ୍ଟ କରି ଦେଇଛନ୍ତି । ୩ ଏକର ଧାନ ବିଲ ରେ ପଶି ପାଦ ରେ ଦଳି ନଷ୍ଟ କରି ଦେଇଥିବା ଚାଷୀ ଦୁଇ ଜଣ ଶନିବାର ଦିନ ଅପରାହ୍ନ ୩ ଟା ରେ ଧଣ୍ଡାତୋପାରେଞ୍ଜ କାର୍ଯ୍ୟ। ଳୟ ରେ ଅଭିଯୋଗ କରିଛନ୍ତି । ତୁରନ୍ତ ହାତୀ
Share
Read More News
T & C
Privacy Policy
Contact Us
Your browser does not support JavaScript!