Download Now Banner

This browser does not support the video element.

ବ୍ରହ୍ମଗିରି: ଭୁବେନେଶ୍ୱର ଠାରେ ବ୍ରହ୍ମଗିରି ବ୍ଲକର ବିଭିର୍ଣ୍ଣ ଉର୍ନତି ମୂଳକ କାର୍ଯ୍ୟ ସମ୍ପର୍କରେ ବୈଠକ ଅନୁଷ୍ଠିତ

Brahmagiri, Puri | Aug 23, 2025
ଶନିବାର ୪ ଘଟିକା ସମୟରେ ଭୁବେନେଶ୍ୱର ଠାରେ ବ୍ରାହ୍ମଗିରି ବ୍ଲକର ବିଭିର୍ଣ୍ଣ ଉର୍ନତି ମୂଳକ କାର୍ଯ୍ୟନେଇ ବୈଠକ ଅନୁଷ୍ଠିତ ହୋଇଛି, ବୈଠକରେ ବିଧାୟିକା ଯୋଗଦେଇ ନୂତନ ପ୍ରକଳ୍ପ ଓ ଉର୍ନ୍ନୟନ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିବା ସୂଚନା ମିଳିଛି।
Read More News
T & CPrivacy PolicyContact Us