Download Now Banner

This browser does not support the video element.

ଦିଗପହଣ୍ଡି: ଦିଗପହଣ୍ଡି ବ୍ଲକର ସଭାଗୃହ ଠାରେ ମନରେଗାର ତାଲିମ ଶିବିର ଅନୁଷ୍ଠିତ

Digapahandi, Ganjam | Aug 22, 2025
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକର ସଭାଗୃହ ଠାରେ MGNREGS ର ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ ଶିବିର ଆଜି ଦିନ 9 ଘଣ୍ଟ ସମୟରେ ଅନୁଷ୍ଠିତ ହୋଇଯାଇଥିବା ବେଳେ ଦିଗପହଣ୍ଡି ବ୍ଳକର ବିଡିଓ ଯୋଗ ଦେଇ MGNREGS ତାଲିମ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ରେ ଦିଗପହଣ୍ଡି ବ୍ଳକର ସମସ୍ତ ବିଭାଗ ର ଅଧିକାରୀ ମାନେ ଯୋଗ ଦେଇ ଗ୍ରାମ ପଞ୍ଚାୟତ ଗୁଡିକ ରେ MGNREGS କାର୍ଯ୍ୟ କିଭଳି ଭାବରେ ସଫଳତାର ସହ କାର୍ଯ୍ୟକ୍ଷମ ହୋଇପାରିବ ସେ ନେଇ ଆଲୋକପାତ କରିଥିଲେ ।
Read More News
T & CPrivacy PolicyContact Us