This browser does not support the video element.
ରେଢାଖୋଲ: ସାମ୍ବାଦିକ ଭବନରେ ପ୍ରେସ କ୍ଲବର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
Rairakhol, Sambalpur | Aug 24, 2025
ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରର ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ରବିବାର ଦିନ ରେଢ଼ାଖୋଲ ପ୍ରେସକ୍ଲବ୍ ର ତ୍ରୟୋମାସିକ କାର୍ଯ୍ୟକାରୀଣି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କମିଟିର ସଭାପତି ରମାକାନ୍ତ ମହାନନ୍ଦଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବାପାଇଁ ବୈଠକରେ ପ୍ରସ୍ତାବ ଗୃହୀତ ହୋଇଥିଲା । ସେଥି ମଧ୍ୟରୁ ଆଗାମୀ ଦିନରେ ରକ୍ତଦାନ ଶିବିର, ପ୍ରତିଷ୍ଠା ଦିବସ, ଏବଂ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରାଯାଇଥିଲା।