This browser does not support the video element.
ବୌଦ୍ଧ ସଦର: ବୌଦ୍ଧ ଅବକାରୀ ରେଞ୍ଜଅନ୍ତର୍ଗତ ନୂଆପଡା ଓ଼ କରଡ଼ି ଗ୍ରାମରେ ବେଆନ ମଦ କାରବାର ନେଇ ଚଢ଼ାଉ ଦେଶି ମଦ ସହିତ ରାନ୍ଧା ଯାଉଥିବା ମଦକୁ ଜବତ କରି @
Baudh Sadar, Boudh (Bauda) | Sep 6, 2025
ଆଜି ସନ୍ଧ୍ୟା ୭ଟା ସମୟରେ ଜିଲ୍ଲା ଅବକାରୀ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରପ୍ତ ସୂଚନା ଅନୁସାରେ l ଆଜି ବୌଦ୍ଧ ଅବକାରୀ ରେଞ୍ଜର ଇନସ୍ପେକଟର ଗଦାଧର ମହାରଣାଙ୍କ ନେତୃତ୍ୱରେ ଏକ ଟିମ, ହରାଭଙ୍ଗ ବ୍ଲକ ଅଞ୍ଚଳର ୨ଟି ସ୍ଥାନରେ ସକାଳ ପାଖା ପାଖି ୧୧.୩୦ସମୟରୁ ବେଆନ ମଦ ଧରାର ଅଭିଯାନ ଆରମ୍ଭ କରିଥିଲା l ପ୍ରଥମେ ପୁରୁଣାକଟକ ଥାନା ଅନ୍ତର୍ଗତ ନୂଆପଡା ଗ୍ରାମ ରାସ୍ତାରୁ ଚଢ଼ାଉ କରି ୧୦ଲିଟର ବେଆନ ମହୁଲି ମଦ ସାହି ସମ୍ପୃକ୍ତ ଆଶାମିକୁ ଗିରଫ କରି ମାମଲା ରୁଜୁ ଓ଼ ବୌଦ୍ଧ ଥାନା ଅନ୍ତର୍ଗତ କରଡ଼ି ଗ୍ରାମ ନଦୀପାଠାରୁ ୪୦୦କେଜି ମହୁଲ ପୋଚ ଓ଼ ୨୦ଲିଟର ମଦକୁ ଜବତ କରି ନଷ୍ଟ l