This browser does not support the video element.
ହିନ୍ଦୋଳ: ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ମିଳିତ ଜନ ଶୁଣାଣୀ ଶିବିରରେ ୭୫ଟି ମାମଲାର ଅଭିଯୋଗ
Hindol, Dhenkanal | Sep 1, 2025
ଢେଙ୍କାନାଳ ସଦରଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ସୋମବାର ଦିନ ୧୦ଟା ୩୦ରୁ ମିଳିତ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଆଶିଷ ଇଶ୍ବର ପାଟିଲ , ଏସପି ଅଭିନବ ସୋନକର ଏବଂ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଅଭିଯୋଗର ଶୁଣାଣୀ କରିଥିଲେ । ଆଜିର ଏହି ଶିବିରରେ ବିଭିନ୍ନ ସ୍ଥାନରୁ ୭୫ଟି ମାମଲାର ଅଭିଯୋଗ କରାଯାଇଥିଲା ।