This browser does not support the video element.
ଧର୍ମଶାଳା: ଧର୍ମଶାଳା ନିର୍ବାଚମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ପୁଜା ମଣ୍ଡପ ବୁଲି ମାଙ୍କ ଦର୍ଶନ କଲେ ବିଧାୟକ ହିମାଂଶୁ ଶେଖର ସାହୁ
Dharmasala, Jajpur | Oct 1, 2025
ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ପୁଜା ମଣ୍ଡପ ବୁଲି ମାଙ୍କ ଦର୍ଶନ କଲେ ବିଧାୟକ ହିମାଂଶୁ ଶେଖର ସାହୁ । ସୂଚନା ମୁତାବକ ପୂଜା ମଣ୍ଡପରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଯୋଗଦେଇ ମାଙ୍କ ଆଶ୍ରିବାଦ କାମନା କରିବା ସହିତ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ସମସ୍ୟାର ସ୍ଥାୟୀ ସମାଧାନ ନେଇ ସ୍ଥାନୀୟ ବାସିନ୍ଦାଙ୍କ ସହିତ ବିଶେଷ ଆଲୋଚନା କରିଥିବା ମଙ୍ଗଳାବର ରାତି 12 ଘଟିକା ସମୟରେ ଦେଖିବାକୁ ମିଳିଛି ।