Install App
santosh0986416
This browser does not support the video element.
ନର୍ଲା: ସାନଘୁଣ୍ଡୁରି ଗ୍ରାମର ଦୁଇ ପକ୍ଷ ଙ୍କ ମଧ୍ୟରେ ଗୁଣି ଗାରେଡ଼ି କରିଥିବା ସନ୍ଦେହ କୁ ନେଇ କଳି ଝଗଡ଼ା ଥାନାରେ ଅଭିଯୋଗ ଆପୋଷ ବୁଝାମଣା ସୂଚନା
Narala, Kalahandi | Sep 3, 2025
ନର୍ଲା ଥାନା ଅନ୍ତର୍ଗତ ସାନଘୁଣ୍ଡରୀ ଗ୍ରାମର ଦୁଇ ପକ୍ଷ ଙ୍କ ମଧ୍ୟରେ ଗୁଣି ଗାରେଡ଼ି କରିଥିବା ସନ୍ଦେହ କରି ଉଭୟ ପକ୍ଷ ଙ୍କ ମଧ୍ୟରେ କଳି ଝଗଡ଼ା ହୋଇଥିଲେ ଏଥିରେ ପ୍ରଥମ ପକ୍ଷ ଦ୍ଵିତୀୟ ପକ୍ଷ ଙ୍କ ନାଁ ରେ ଥାନରେ ଅଭିଯୋଗ କରିଥିଲେ ଅଭିଯୋଗ ପରେ ଆଜି ବୁଧବାର ଦିନ ରାତ୍ର ସାତ ଘଣ୍ଟା ସମୟରେ ଉଭୟ ପକ୍ଷ ମଧ୍ୟରେ ଆପୋଷ ବୁଝାମଣା ହୋଇଥିବା ସୂଚନା ମିଳିଛି
Share
Read More News
T & C
Privacy Policy
Contact Us
Your browser does not support JavaScript!