This browser does not support the video element.
ବୀରମହାରାଜପୁର: ଗଣ୍ଡାବାହାଲ ଛକ ଠାରେ ଏକ ଦୋକାନ ଗଲିରେ ଫସି ରହିଥିବା ଷଣ୍ଢକୁ ଉଦ୍ଧାର କଲା ଉଲୁଣ୍ଡା ଅଗ୍ନିଶମ ବାହିନୀ
Biramaharajpur, Subarnapur (Sonepur) | Sep 7, 2025
ଉଲୁଣ୍ଡା ସଦର ମହକୁମା ଗଣ୍ଡା ବହଳ ଛକ ଠାରେ ଏକ ଦୋକାନ ଗଲିରେ ଫସି ରହିଥିବା ଷଣ୍ଢକୁ ଗତକାଲି ରାତି ପ୍ରାୟ 10ଟା 15ରେ ଉଦ୍ଧାର କରିଛି ଉଲୁଣ୍ଡା ଅଗ୍ନିଶମ ବାହିନୀ l ସୂଚନା ଅନୁସାରେ ଗତକାଲି ରାତିରେ ସନ୍ଧ ଖାଦ୍ୟ ଅନେଶ୍ଵନରେ ଯାଇ ଦୋକାନ ଗଳିରେ ଫସି ଯାଇଥିଲା l ସ୍ଥାନୀୟ ଦୋକାନୀ ସଂଧ ଫସି ଥିବା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ l ଖବର ପାଇ ଅଗ୍ନିଶମ ବାହିନୀ ପହଁଚି ଗାଈକୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିବା ଆଜି ସକାଳ 7ଠାରେ ଅଗ୍ନିଶମ ବିଭାଗ ପକ୍ଷରୁ ସୁଚନା ମିଳିଛି l