Download Now Banner

This browser does not support the video element.

ରାଉରକେଲା ମ୍ୟୁନିସିପାଲଟି: ସେକ୍ଟର-୧୭ ସ୍ଥିତ କଲ୍ୟାଣୀ କଳାକେନ୍ଦ୍ର ଆନୁକୂଲ୍ୟରେ ହୋମ ଆଣ୍ଡ ହୋପ ବିଦ୍ୟାଳୟରେ 'ଆଇ କ୍ୟାନ ଡ୍ୟାନ୍ସ' ଶୀର୍ଷକ କାର୍ଯ୍ୟକ୍ରମ ଅନୁଷ୍ଠିତ

Raurkela M, Sundargarh | Dec 13, 2024
ଆଜି ଶୁକ୍ରବାର ଅପରହ୍ନ ୩ଟା ସମୟରେ କଲ୍ୟାଣୀ କଳା କେନ୍ଦ୍ର ଆନୁତୁଲ୍ୟ ରେ "I CAN DANCE" ଶୀର୍ଷକ କାର୍ଯ୍ୟକ୍ରମ ହୋମ ଆଣ୍ଡ ହୋପ ବିଦ୍ୟାଳୟ, ରାଉରକେଲା ଠାରେ ଭିନ୍ନକ୍ଷମ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ ରାଉରକେଲା ର ବିଭିନ୍ନ ଭିନ୍ନକ୍ଷମ ବିଦ୍ୟାଳୟ ମାନଙ୍କରୁ 80 ରୁ ଅଧିକ ଛାତ୍ରଛାତ୍ରୀ ବିଭିନ୍ନ ବିଭାଗରେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ମହାନ୍ତି(Rourkela Mining Area Truck And Tipper Owners Association President) ଯୋଗ ଦେଇ ଏଭଳି ଛାତ୍ରଛାତ୍ରୀ ଙ୍କ ପ୍ରତିଭ
Read More News
T & CPrivacy PolicyContact Us