Download Now Banner

This browser does not support the video element.

ବଲାଙ୍ଗୀର: ବ୍ରାହ୍ମଣିଯୋରରେ ଆଞ୍ଚଳିକ ସାଧନା କେନ୍ଦ୍ରର ତୃତୀୟ ମାସିକ କ୍ଲଷ୍ଟର୍ ସ୍ତରୀୟ ବୈଠକ ତାଲପାଲି ଠାରେ ଅନୁଷ୍ଠିତ

Balangir, Balangir | Sep 6, 2025
ଶିରୋନାମ: ବ୍ରାହ୍ମଣିଯୋର ରେ କ୍ଲଷ୍ଟର୍ ସ୍ତରୀୟ ବୈଠକ ଦେଓଗାଁ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣିଯୋର ଆଞ୍ଚଳିକ ସାଧନ କେନ୍ଦ୍ର ର ତୃତୀୟ ମାସିକ କ୍ଲଷ୍ଟର୍ ବୈଠକ ଶନିବାର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତାଲ୍ପାଲି ଠାରେ ଅନୁଷ୍ଠିତ ହେଲା। ସାଧନ କର୍ମୀ ମଣ୍ଟୁ ସାମଲ ତାଲିମ ପ୍ରଦାନ କରିଥିଲେ। ବୈଠକରେ ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପିଲାମାନଙ୍କ ପାଇଁ ସେପ୍ଟେମ୍ବର ଶୈକ୍ଷିକ କ୍ୟାଲେଣ୍ଡର, ଶ୍ରେଣୀ ପରିଚାଳନା, ଶିକ୍ଷଣ ସୋପାନ ରେଜିଷ୍ଟର, ପଞ୍ଚମ ଶ୍ରେଣୀ ଗଣିତ କାର୍ଯ୍ୟ, ନିପୁଣ ସପ୍ତାହ ପାଳନ, ବିଦ୍ୟାଳୟ ପରିଦର୍ଶନ ଇତ୍ୟାଦି ବିଷୟ ଉପରେ ଆଲୋଚନା ହୋଇଥିଲା। ୮ଟି ବିଦ୍ୟାଳୟର ସମସ୍ତ ପ
Read More News
T & CPrivacy PolicyContact Us