Download Now Banner

This browser does not support the video element.

ମାଲକାନଗିରି: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିଶମ ବାହିନୀର ମକଡ୍ରିଲ ଓ ଅଗ୍ନି ନିର୍ବାପକ ଯନ୍ତ୍ର ଯାଞ୍ଚ,ପ୍ରତିକ୍ରିୟା ରଖିଲେ ଜିଲ୍ଲା ଅଗ୍ନିଶମ ଅଧିକାରି

Malkangiri, Malkangiri | Sep 27, 2025
ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲା ଅଗ୍ନିଶମ ବିଭାଗ ପକ୍ଷରୁ ମକ ଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଗ୍ନିଶମ ବିଭାଗ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ଅଗ୍ନି ନିର୍ବାପକ ସାମଗ୍ରୀ ର ଯାଞ୍ଚ ସହ ଅଗ୍ନିକାଣ୍ଡ ଘଟିଲେ କିପରି ଏହାକୁ ଆୟତ୍ତ କରାଜିବ ସେନେଇ ଚିକିତ୍ସାଳୟରେ କାର୍ଯ୍ୟରତ କର୍ମଚାରୀ ଙ୍କୁ ତାଲିମ ଦେଇ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲା ଅଗ୍ନିସମ ଅଧିକାରୀ।
Read More News
T & CPrivacy PolicyContact Us