Download Now Banner

This browser does not support the video element.

ଖଲ୍ଲିକୋଟ୍: କୈରାଶି ଛକରେ ଅବକାରୀ ବିଭାଗର ଚଢ଼ାଉ; ୫୦ ଲିଟର ଦେଶୀମଦ ଜବତ, ଜଣେ ଗିରଫ

Khalikote, Ganjam | Sep 27, 2025
ଖଲ୍ଲିକୋଟ ଥାନା ଅନ୍ତର୍ଗତ କୈରାଶି ଛକରେ ଆଜି ସକାଳ ୮ ଟା ସମୟରେ ଅବକାରୀ ବିଭାଗ ଚଢ଼ାଉ କରି ୫୦ ଲିଟର ଦେଶୀମଦ ଜବତ କରିବା ସହ ଜଣ ଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି । ଗିରଫ ଯୁବକ ଜଣଙ୍କ ଖଲ୍ଲିକୋଟ ଥାନା ଅଂଚଳର ଅନ୍ତର୍ଯ୍ୟାମୀ ଜେନା ବୋଲି ଜଣା ପଡିଛି । ତେବେ ଚୋରା ଦେଶୀମଦ ଚାଲାଣ ଅଭିଯୋଗରେ ଗିରଫ ହୋଇଥିବା ଅନ୍ତର୍ଯ୍ୟାମୀ ଜେନା ଙ୍କୁ ଅପରାହ୍ନ ପ୍ରାୟ ୩ ଟା ସମୟରେ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଆଦର୍ଶ ଥାନା ଅଧିକାରିଣୀ ତେଜସ୍ଵୀନି ପ୍ରଧାନ ସୂଚନା ପ୍ରଦାନ କରିଛନ୍ତି ।
Read More News
T & CPrivacy PolicyContact Us