Download Now Banner

This browser does not support the video element.

କରଞ୍ଜିଆ: କରଞ୍ଜିଆ, ଯଶିପୁର ଓ ଠାକୁରମୁଣ୍ଡା ଅବକାରୀ ବିଭାଗର ବିଭିନ୍ନ ସ୍ଥାନରେ ମିଳିତ ଚଢ଼ାଉ, ବିପୁଳ ପରିମାଣର ମହୁଲି ମଦ ସହିତ ପୋଚ ନଷ୍ଟ

Karanjia, Mayurbhanj | May 2, 2025
କରଞ୍ଜିଆ ବ୍ଲକର ବିଭିନ୍ନ ସ୍ଥାନରେ ବେଆଇନ ମହୁଲି ମଦ କାରବାର ବୃଦ୍ଧି ପାଉଥିବା ବେଳେ ଅବକାରୀ ଡେପୁଟି ସୁପରିଟେଣ୍ଡେଣ୍ଟ ସୋମ୍ୟରଞ୍ଜନ ବେହେରାଙ୍କ ତତ୍ତ୍ୱାବଧାନରେ କରଞ୍ଜିଆ ଅବକାରୀ ଥାନା ଇନ୍ସପେକ୍ଟର ସଞ୍ଜୟ କୁମାର କାଣ୍ଡି,କରଞ୍ଜିଆ ଅବକାରୀ ଓଆଇସି ରଶ୍ମି ରଂଜନ ନାୟକ,ଯଶୀପୁର,ଠାକୁରମୁଣ୍ଡା ଓଆଇସିଙ୍କ ନେତୃତ୍ୱରେ ଏକ ଦଳ ଆଜି ଭାଲିଆନାଳ ନିକଟରେ ଥିବା ଜଙ୍ଗଲ ଓ ଗ୍ରାମରେ ଚଢାଉ କରି ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଓ ବିପୁଳ ପରିମାଣର ମହୁଲି, ପୋଚ,ଫୁଲ ନଷ୍ଟ କରିଥିବା ଓଆଇସି ଶ୍ରୀ ନାୟକ ସନ୍ଧ୍ୟା ୭ ଘଟିକା ସମୟରେ ସୂଚନା ଦେଇଛନ୍ତି।
Read More News
T & CPrivacy PolicyContact Us