Download Now Banner

This browser does not support the video element.

ମାଲକାନଗିରି: ପଡ଼ିଆ ବ୍ଲକ ସଦରରେ ଟ୍ରେଡ଼ଇଣ୍ଡିଆ ଟ୍ରଷ୍ଟର୨୫ତମ ସ୍ଥାପନ ଦିବସଅବସରରେ ସ୍ଵେଚ୍ଛାକୃତରକ୍ତଦାନ ଶିବିରଆୟୋଜନ କରି ପ୍ରତିକ୍ରିୟାଦେଲେ ନିର୍ଦ୍ଦେଶକ

Malkangiri, Malkangiri | Sep 13, 2025
ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସଦର ମହକୁମାରେ ଥିବା ସାହାରା ଚାଇଲ୍ଡ ଡେଭଲପମେଣ୍ଟ କେନ୍ଦ୍ର ଠାରେ ଟ୍ରେଡ଼ ଇଣ୍ଡିଆ ଟ୍ରଷ୍ଟର ୨୫ତମ ସ୍ଥାପନ ଦିବସ ଅବସରରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଯିତ ଉଦଘାଟନୀ ଉତ୍ସବରେ ନିର୍ଦ୍ଦେଶକ ଯୋଗ ଦେଇ ଆଜି ଦିନ ୩ଟା ସମୟରେ ପ୍ରତିକ୍ରିୟା ଦେଇଛନ୍ତି। ଅନ୍ୟ ଅତିଥି ଭାବେ ଭାବେ ଏମ୍ ୱସନ୍ତ ରାଜ ଯୋଗ ଦେଇଥିବା ବେଳେ ବରିଷ୍ଠ ସମାଜସେବୀ ଏନ୍ ରାଘବ ରାଓ, ଏମଡି ଫାରୁକ୍, ମେଷାକ ରବି ମାଦ୍ରୀ, ପଡିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ରାଜ ନାରାୟଣ ସିଂ, ଅଗ୍ନିଶମ ଅଧିକାରୀ ବିରେନ୍ଦ୍ର ସିଂ ପ୍ରମୂଖ ଉପସ୍ଥିତ ଥି
Read More News
T & CPrivacy PolicyContact Us