This browser does not support the video element.
ବୌଦ୍ଧ ସଦର: ବୌଦ୍ଧ ଜିଲ୍ଲାରେ ୟୁରିଆ ସାର ଅଭାବ ତୁରନ୍ତ ସମାଧାନ ପାଇଁ ଦାବୀ#jansamasya
Baudh Sadar, Boudh (Bauda) | Sep 8, 2025
ବୌଦ୍ଧ ଜିଲାର ୩ଟି ବ୍ଲକରେ ଖରିଫ ଧାନ ଚାଷ ସମୟରେ ୫ ୫ହଜାର ୫ଶହ ମ୍ୟାଟ୍ରିକ ଟନ୍ ୟୁରିଆ ସାର ଆବଶ୍ୟକତା ରହିଛି ବର୍ତ୍ତମାନ ପର୍ଯ୍ୟନ୍ତ ଜିଲାକୁ ପ୍ରାୟ ୨୬ ଶହ ମାଟ୍ରିକ ଟନ୍ ଟନ୍ ୟୁରିଆ ସାର ପହଞ୍ଚିଥିବା ଜଣାପଡ଼ିଛି ଜିଲାରେ ପ୍ରାୟ ୨୯ଶହ ମାଟ୍ରିକ ଟନ ୟୁରିଆ ସାରର ଆବଶ୍ୟକତା ରହିଛି