This browser does not support the video element.
ଧମା: ଧମା ସ୍ଥିତ ମାଁ ଝାଡେଶ୍ୱରୀ ଡିଗ୍ରୀ ମହାବିଦ୍ୟାଳୟ ରେ ଷ୍ଟାଟ ଅଫ୍ ଓ ଇନୋଭେସନ କାର୍ଯ୍ୟକ୍ରମ ଅନୁଷ୍ଠିତ
Dhama, Sambalpur | Aug 21, 2025
ସମ୍ବଲପୁର ଜିଲ୍ଲା ଧମା ସ୍ଥିତ ମାଁ ଝାଡେଶ୍ୱରୀ ଡିଗ୍ରୀ ମହାବିଦ୍ୟାଳୟ ଠାରେ ଗୁରୁବାର ଷ୍ଟାଟ ଅଫ୍ ଓ ଇନୋଭେସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ +୩ ଅଧ୍ୟକ୍ଷ ଅନୀଲ ପ୍ରଧାନ ଅଧ୍ୟକ୍ଷତା କରିଥିବାବେଳେ ମୂଖ୍ୟ ଅତିଥି ଭାବରେ ଜାତୀୟ ସେବା ଯୋଜନା ର ସଂଯୋଜକ ସମ୍ବଲପୁର ଜିଲ୍ଲାର ଶାନ୍ତାନୁ ପଧାନ ଯୋଗଦେଇ ଷ୍ଟାଟ ଅଫ୍ ଓ ଇନୋଭେସନ ଅର୍ଥ ବୁଝାଇ ଛାତ୍ରଛାତ୍ରୀମାନେ କିପରି ସଫଳ ଉଦ୍ୟୋଗୀ, ସ୍ବାବଲମ୍ବୀ ହୋଇପାରିବେ ବକ୍ତବ୍ୟ ପ୍ରଦାନ କରିଥିଲେ ।