This browser does not support the video element.
ନୂଆପଡା: ଖରୀଆର ରୋଡ ସ୍ଥିତ ରାଜୁ ଢୋଲକିଆ ଙ୍କ ଘରେ ପହଞ୍ଚିଲେ ବିଜୁ ଜନତାଦଳ ର ଶୀର୍ଷ ନେତୃତ୍ୱ
Nuapada, Nuapada | Sep 9, 2025
ଆଜି ଦିନ ସାଢେ ବାରଟା ସମୟରେ ଖରୀଆର ରୋଡ ସ୍ଥିତ ରାଜୁ ଢୋଲକିଆ ଙ୍କ ବାସ ଭବନରେ ବିଜୁ ଜନତାଦଳ ର ଶୀର୍ଷ ନେତୃତ୍ୱ ଦେବୀ ପ୍ରସାଦ ମିଶ୍ର ପ୍ରସନ୍ନ ଆଚାର୍ଯ୍ୟ ବବି ଦାସ ଦିବ୍ୟାଶଙ୍କର ମିଶ୍ର ପ୍ରମୁଖ ପହଞ୍ଚିଥିଲେ।ସେମାନେ ରାଜୁ ଢୋଲକିଆ ଙ୍କ ପରିବାର କୁ ସାକ୍ଷାତ କରି ସମବେଦନା ଜ୍ଞାପନ କରିଥିଲେ।