Download Now Banner

This browser does not support the video element.

ଛତ୍ରପୁର: ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷାକଂ ୨ ଦିନିଆ ଗଞ୍ଜାମ ଗସ୍ତ, ବ୍ରହ୍ମପୁର ସର୍କିଟ୍ ହାଉସ ଠାରେ ରଖିଲେ ପ୍ରତିକ୍ରିୟା

Chhatrapur, Ganjam | Aug 25, 2025
ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ବବିତା ପାତ୍ର ୨ ଦିନିଆ ଗଞ୍ଜାମ ଗସ୍ତରେ ଆସି ବ୍ରହ୍ମପୁର ଠାରେ ପହଞ୍ଚିଛନ୍ତି ।ବ୍ରହ୍ମପୁର ସର୍କିଟ୍ ହାଉସ ଠାରେ ତାଙ୍କୁ ସ୍ବାଗତ କରାଯାଇଛି। ଶିଶୁ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୋମବାର ଅପରାହ୍ନରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମତୀ ପାତ୍ର।
Read More News
T & CPrivacy PolicyContact Us