Download Now Banner

This browser does not support the video element.

ଦିଗପହଣ୍ଡି: ଗଂଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର ଚଷାନିମଖଣ୍ଡି ଗାଁରେ ଗଣେଶ ପୂଜା ବଡ ଧୂମଧାମର ସହ ପାଳନ ହୋଇଯାଇଛି ।

Digapahandi, Ganjam | Aug 27, 2025
ଗଂଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର ଚଷାନିମଖଣ୍ଡି ଗାଁରେ ଗଣେଶ ପୂଜା ବଡ ଧୂମଧାମର ସହ ପାଳନ ହୋଇଯାଇଛି । ଏହି ଗଣେଶ ପୂଜା ଏହି ଗାଁର ରିତିନିତି ଅନୁ୍ାଇ ବହୁ ଅ।ଡମ୍ଵର ଭାବରେ ପାଳନ ହୋଇଯାଇଥିବା ବେଳେ ଚଷାନିମଖଣ୍ଡି ଗ୍ରାମ ସମେତ ଅ।ଖପାଖ ଗାଁର ଭକ୍ତ ମାନେ ଅ।ସି ଗଣେଶଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିବା ଜଣାପଡିଛି । ଏଥିସହ ଏହି ଗାଁର ସମସ୍ତ ଶିକ୍ଷା ଅନୁଷ୍ଠାନରେ ମଧ୍ୟ ଗଣେଶ ପୂଜା ପାଳନ ହୋଇଯାଇଥିବା ବେଳେ ଅ।ଜି ସଂଧ୍ୟା 7 ଘଣ୍ଟ ସମମୟରେ ଅ।ଳତି ହୋଇଥିବାର ମଧ୍ୟ ଦେଖିବାକୁ ମିଳିଛି ।
Read More News
T & CPrivacy PolicyContact Us