Download Now Banner

This browser does not support the video element.

ବାଲିଗୁଡା: ବାଲିଗୁଡା ସହର ରେ ଡ୍ରେନ ଉପରେ ଥିବା ଜବରଦଖଲ କୁ ଉଛେଦ କରିଛନ୍ତି ବାଲିଗୁଡା ଉପଖଣ୍ଡ ପ୍ରଶାସନ,

Baliguda, Kandhamal | Sep 2, 2025
ବାଲିଗୁଡା ସହର ରେ ଡ୍ରେନ ଉପରେ ଥିବା ଜବରଦଖଲ କୁ ଉଛେଦ କରିଛନ୍ତି ବାଲିଗୁଡା ଉପଖଣ୍ଡ ପ୍ରଶାସନ, ଆଜି ବାଲିଗୁଡା ଉପଜିଲ୍ଲାପାଳIAS ପ୍ରଣିତ ଦାସ ଙ୍କ ନେତୃତ୍ୱ ବାଲିଗୁଡା SDPO IPS ରମେନ୍ଦ୍ରପ୍ରସାଦଙ୍କ ସହଯୋଗ ରେ ଏହି କାଯ୍ୟକ୍ରମ ଅନୁଷ୍ଠିତ ହଇଥିବା ବେଳେ, ବାଲିଗୁଡା ତହସିଲଦାର, NAC କର୍ମଚାରୀ ଙ୍କ ସହଯୋଗ ରେ ଜବରଦଖଲ ଉଛେଦ ପକ୍ରିୟା ଆରମ୍ଭ ହଇଛି,ସମବାର ଦିନ 11ଘଣ୍ଟିକା ରୁ ମେଡିକାଲ ରୁ ଆରମ୍ଭ ହଇଥିବା ବେଳେ କୁଳିଗଛ ଛକ ପଯ୍ୟନ୍ତ ଉପଜିଲ୍ଲାପାଳ ଙ୍କ ଉପସ୍ଥିତ ରେ କାଯ୍ୟକ୍ରମ ଠିକ୍ ଠାକ୍ ଚାଲିଥିଲା ପରେ ଦିନ ଗଟାଏ ସମୟରେ ଯେତେବେଳେ ଉପଜିଲ୍ଲାପାଳ କୈଣସି କାମରେ ଯାଇଥିଲେ ସ
Read More News
T & CPrivacy PolicyContact Us