Download Now Banner

This browser does not support the video element.

ଢେଙ୍କାନାଳ ସଦର: ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମକୁ ନେଇ ଏସପି କଡା କାର୍ଯ୍ୟାନୁଷ୍ଠାନ ପାଇଁ ରଖିଲେ ପ୍ରତିକ୍ରିୟା

Dhenkanal Sadar, Dhenkanal | Aug 23, 2025
ଢେଙ୍କାନାଳ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଶନିବାର ସନ୍ଧ୍ୟାରେ ଜଣେ ମହିଳା ନ୍ୟାୟ ପାଇପାରୁ ବଞ୍ଚିତ ହୋଇ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ ବେଳେ ପୋଲିସ କାବୁ କରି ନେଇଥିଲେ । ଏହି ଘଟଣାକୁ ନେଇ ଏସପି ଅଭିନବ ସୋନକର ଏହାର ତଦନ୍ତ କରିଛନ୍ତି । ମହିଳାଙ୍କୁ ନ୍ୟାୟ ଦେବା ପାଇଁ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିକ୍ରିୟାରେ ରାତି ୮ଟାରେ ପ୍ରକାଶ କରିଛନ୍ତି।
Read More News
T & CPrivacy PolicyContact Us