Download Now Banner

This browser does not support the video element.

କୋରାପୁଟ ସହର: ଲଘୁଚାପ ଜନିତ ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ ଭେଟିଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ

Koraput Town, Koraput | Oct 5, 2025
ଆଜି ଲଘୁଚାପ ଜନିତ ଲଗାନ ବର୍ଷାରେ ଏକ ପ୍ରକାର ବେହାଲ ହୋଇଯାଇଛି କୋରାପୁଟ। କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କାହାର ଘର ଭାଙ୍ଗିଛି ତ୍ ଆଉ କାହାର ଜମିରେ ବାଲିଚର ମାଡ଼ିଯାଇଚି। ଠିକ୍ ଏଇ ସମୟରେ ଆଜି ଅପରାହ୍ନ ସମୟରେ ସେମାନଙ୍କର ସାହାରା ସାଜିଛନ୍ତି ପଟାଙ୍ଗୀ ବିଧାୟକ ରାମ ଛନ୍ଦ୍ର କାଡାମ କ୍ଷତି ଗ୍ରସ୍ତ ଲୋକଙ୍କ ପା
Read More News
T & CPrivacy PolicyContact Us