Download Now Banner

This browser does not support the video element.

ଭଞ୍ଜନଗର: ବେଆଇନ ଗୋରୁ ଚାଲାଣ ବେଳେ ଗୁଣ୍ଡୁରିବାଡିରୁ ଗୋରୁ ଉଦ୍ଧାର

Bhanjanagar, Ganjam | May 31, 2025
ବେଆଇନ ଗୋରୁ ଚାଲାଣ ବେଳେ ଗୁଣ୍ଡୁରିବାଡି ରୁ ଗୋରୁ ଉଧାର । ଗଂଜାମ ଜିଲ୍ଲା ଭଂଜନଗର ଥାନା ଅନ୍ତର୍ଗତ ଗୁଣ୍ଡୁରିବାଡି ଗାଁ ନିକଟରୁ, ବାହାର ଜିଲ୍ଲାକୁ ଗୋ-ଚାଲାଣ ହେଉଥିବା ବେଳେ ୧୫ ଟି ଗୋରୁଙ୍କୁ ଉଧାର କରାଯାଇଛି । କିଛି ଚାଲାଣକାରୀ ବେଆଇନ୍ ଭାବେ ଗୋ-ଚାଲାଣ କରୁଥିବା ଖବର ପାଇ, ସ୍ଥାନୀୟ ଗାଁ ଲୋକଙ୍କ ସମେତ ବଜରଙ୍ଗଦଳ ଏବଂ ବିଶ୍ବହିନ୍ଦୁ ପରିଷଦର ସଦସ୍ୟ ମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ । ସମସ୍ତ ଗୋରୁଙ୍କୁ ଅଟକ ରଖିବା ସହ, ଭଂଜନଗର ପୋଲିସକୁ ଖବର ଦେଇଥିଲେ । ପୋଲିସ ସେଠାରେ ପହଞ୍ଚି ସମସ୍ତ ଗୋରୁଙ୍କୁ ଉଧାର କରିବା ସହ, ଚାଲାଣକାରୀଙ୍କୁ ଅଟକ ରଖିଛି ।
Read More News
T & CPrivacy PolicyContact Us