This browser does not support the video element.
ରାଇରଙ୍ଗପୁର ସହର: ବଡ଼ସିଆ ଗାଁରେ ପତ୍ନୀଙ୍କ ଠେଙ୍ଗା ମାଡ଼ରେ ସ୍ୱାମୀ ଗୁରୁତର
Rairangpur Town, Mayurbhanj | Sep 23, 2024
ଜାମଦା ଥାନା ଅଞ୍ଚଳ ବଡ଼ସିଆ ଗାଁରେ ରବିବାର ସକାଳ ସମୟ ସାମାନ୍ୟ ପରିବାରିକ ବିବାଦ ଫଳରେ ଉତ୍ୟକ୍ତ ହୋଇ ପତ୍ନୀ, ନିଜ ସ୍ୱାମୀ ଙ୍କୁ ଠେଙ୍ଗାରେ ନିସ୍ତୁକ ମାଡ଼ ମାରିଥିଲେ। ଏହା ପରେ ପରିବାର ଲୋକ ମାନେ ରକ୍ତାକ୍ତ ଅବସ୍ଥାରେ ସ୍ୱାମୀ ସିକୁର ବାରଜୋ ଙ୍କୁ ପ୍ରଥମେ ଜାମଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ହୋଇଥିବାରୁ ଆଜି ସକାଳ ୧୦ ଟା ସମୟ ତାଙ୍କୁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ବୋଲି ସୂଚନା ମିଳିଛି।