Download Now Banner

This browser does not support the video element.

ବାଲେଶ୍ବର ମ୍ୟୁନିସିପାଲଟି: କୟାକୋଦାଳ ଯୁବକ ବିଷ ପିଇ ଗୁରୁତର,ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

Baleshwar M, Balasore | Sep 4, 2025
ବିଳମ୍ବିତ ରାତିରେ ବିଷ ପିଇ ଗୁରୁତର ଯୁବକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି।ମୃତ ଯୁବକ ହେଲେ ବାଲେଶ୍ଵର ସଦର ଥାନା କୟାକୋଦାଳ ଗ୍ରାମର ସନ୍ତୋଷ କମିଳା।ଗତକାଲି ରାତି ୧୧ ଟା ସମୟରେ କୌଣସି କାରଣରୁ ବିଷ ପିଇ ଗୁରୁତର ହୋଇଥିଲେ।ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ICU ରେ ଭର୍ତ୍ତି କରାଯାଇଥିଲା।ଚିକିତ୍ସାଧୀନ ଅବସ୍ଥାରେ ଆଜି ରାତି ୨ ଟା ସମୟରେ ସନ୍ତୋଷଙ୍କ ମୃତ୍ୟୁ ହୋଇଛି।
Read More News
T & CPrivacy PolicyContact Us