Download Now Banner

This browser does not support the video element.

ଢେଙ୍କାନାଳ ସଦର: ବାଙ୍ଗୁରସିଂ ଗ୍ରାମରେ ଯବାନ ହାବିଲଦାରଙ୍କ ଅମର ଆତ୍ମକୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ

Dhenkanal Sadar, Dhenkanal | Sep 11, 2025
ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଳକ ବାଙ୍ଗୁରସିଂହ ପଞ୍ଚାୟତ ବାଙ୍ଗୁରସିଂହ ଗ୍ରାମର ଗଣେଶ୍ୱର ସାହୁଙ୍କ ପୁଅ ବିର ଯବାନ ହାବିଲଦାର ସୁଶାନ୍ତ କୁମାର ସାହୁ ଶହିଦ ହୋଇଛନ୍ତି। ସେ ଆସାମ ଗୌହାଟୀଠାରେ ଆର୍ମିର ସିଗନାଲ କୋର ବିଭାଗରେ ନିଯୁକ୍ତ ଥିଲେ। ଗତ ବୁଧବାର ଦିନ ସେ କାର୍ଯ୍ୟରତ ଅବସ୍ଥାରେ ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ଚିକିତ୍ସା ନିମନ୍ତେ ଆର୍ମି ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା। ସେଠାରେ ଚିକିତ୍ସିତ ଅବସ୍ଥାରେ ସେ ସହିଦ ହୋଇଥିଲେ। ତାଙ୍କର ମର ଶରୀର ବିମାନ ଯୋଗେ ତାଙ୍କ ଜନ୍ମଭୂମି ବାଙ୍ଗୁରସିଂହ ଗ୍ରାମରେ ପହଞ୍ଚି ଥିଲା। ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।
Read More News
T & CPrivacy PolicyContact Us