Download Now Banner

This browser does not support the video element.

ସୋନପୁର: ରି ଆଡ଼ମିସନ ଫି କମାଇବା ଦାବୀରେ ଏଇଏସ କଲେଜ ଆଗରେ ଛାତ୍ର ଛାତ୍ରୀଙ୍କ ପ୍ରତିବାଦ

Sonapur, Subarnapur (Sonepur) | Aug 25, 2025
ଆଡମିସନ ଫି କମାଇବା ଦାବୀରେ ଛାତ୍ର ଛାତ୍ରୀଙ୍କ ପ୍ରତିବାଦ l ସୁବର୍ଣ୍ଣପୁର ଜିଲ୍ଲା ତରଭା ଏଇଏସ କଲେଜରୁ ଆସିଛି ଏଭଳି କିଛି ଦୃଶ୍ୟ l ମହାବିଦ୍ୟାଳୟରେ ଯୁକ୍ତତିନି ଛାତ୍ର ଛାତ୍ରୀଙ୍କ ରି ଆଡ଼ମିସନ ଫି ବୃଦ୍ଧିକୁ ନେଇ ଆଜି ମହାବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ମୁଖ୍ୟ ଫାଟକରେ ତାଲାମାରି ଧାରଣାରେ ବସିବା ସହ ପ୍ରତିବାଦ କରୁଥିବା ଦେଖିବାକୁ ମିଳିଛି l ପିଲାଙ୍କ ପାଖରୁ ନିଆଯାଉଥିବା ଫି ପିଲାଙ୍କ କାମରେ ଆସୁନଥିବା ଅଭିଯୋଗ ହୋଇଛି l
Read More News
T & CPrivacy PolicyContact Us