Install App
jeyporekhabar
This browser does not support the video element.
ଜୟପୁର: ବ୍ୟାଡମିଣ୍ଟନ ପ୍ରତିଯୋଗୀତାରେ ବିଜୟଲାଭ ଚମ୍ପିଆନ,ବ୍ୟାଙ୍କ କଲୋନୀ ସ୍ଥିତ ଡିପି ଏକାଡେମୀ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା ନେଇ ସଦସ୍ୟଙ୍କ ସୂଚନା
Jeypore, Koraput | Sep 5, 2025
ଜୟପୁର ବ୍ୟାଙ୍କ କଲୋନୀସ୍ଥିତ ଡିପି ଏକାଡେମୀ ର ଖେଳାଳୀ ମାନେ ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗୀତାରେ ବିଜୟଲାଭ କରି ଚମ୍ପିଆନ ହାସଲ କରିଥିବା ଯୋଗୁଁ ସେମାନଙ୍କୁ ଆଜି ଏକାଡେମୀ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି ଏନେଇ ଅନୁଷ୍ଠାନ ର ସଦସ୍ୟ ଆଜି ଅପରାହ୍ନ 3ଟାରେ ସୂଚନା ଦେଇଛନ୍ତି । ଗତ ୨୯ ତାରିଖ ଠାରୁ କୋରାପୁଟ ଇଣ୍ତୋରରେ ଚାଲିଥିବା ବ୍ୟାଡମିଣ୍ଟନ ପ୍ରତିଯୋଗୀତାରେ ବିଭିନ୍ନ ବର୍ଗରେ ଡିପି ଏକାଡେମୀର ୨୫ଜଣ ଖେଳାଳୀ ମାନେ ଅ˚ଶଗ୍ରହଣ କରି ଚମ୍ପିଆନ ହାସଲ କରିଛନ୍ତି।
Share
Read More News
T & C
Privacy Policy
Contact Us
Your browser does not support JavaScript!