Install App
khabar24pintu
This browser does not support the video element.
କଟକ ପୌରାଞ୍ଚଳ: ସିଡିଏ ସେକ୍ଟର - ୧୧ ସ୍ଥିତ ବିଜୁ ପଟ୍ଟନାୟକ ପାର୍କ ନିକଟରେ ଖେଳ ପଡିଆ ଜମିକୁ ଜବର ଦଖଲ କରିବାକୁ ନେଇ ରବିବାର ଉତ୍ତେଜନା ଦେଖା ଦେଇଥିଲା
Cuttack M Corp PS, Cuttack | Aug 24, 2025
ବିଜୁ ପଟ୍ଟନାୟକ ପାର୍କ ପରିଚାଳନା ବିନା ଟେଣ୍ଡର ରେ ହେଉଥିବା ନେଇ ଅଭିଯୋଗ ହୋଇଛି। ଏପରିକି ପିଲାଙ୍କ ଖେଳପଡିଆକୁ ଜବର ଦଖଲ କରି ପାଚେରୀ ବୁଲେଇ ବାକୁ ନେଇ ରବିବାର ସନ୍ଧ୍ୟା ୫ଟାରେ ଉତ୍ତେଜନା ଦେଖାଦେଇ ଥିଲା, ସେକ୍ଟର -୧୧ ର ବହୁ ବାସିନ୍ଦା ଖେଳ ପଡିଆ ଚାରି ପଟେ ବୁଲା ଯାଇଥିବା ବାଡା ଭାଙ୍ଗି ଦେଇଥିଲେ, ଘଟଣା ସ୍ଥଳରେ ସ୍ଥାନୀୟ କର୍ପୋରେଟର ଏବଂ ପୋଲିସ ପହଞ୍ଚି ବୁଝା ସୁଝା କରିଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!