This browser does not support the video element.
ଲକ୍ଷ୍ମୀପୁର: ଦ୍ଵିତୀୟ ଥର ପାଇଁ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ଯୁବ ସଭାପତି ହେଲେ ମଣ୍ଟି ଖରା
Lakshmipur, Koraput | Sep 4, 2025
କଂଗ୍ରେସ ତରଫରୁ ଘୋଷଣା ହୋଇଛି ନିର୍ବାଚନ ମଣ୍ଡଳୀ ଯୁବ ସଭାପତିଙ୍କ ତାଲିକା। ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ ସଭାପତି ହେଲେ ମଣ୍ଟି ଖରା। ପୂର୍ବ ରୁ ମଧ୍ଯ ସେ ଯୁବ ସଭାପତିଙ୍କ ଥିବା ବେଳେ ଦଳ ପୁଣି ଥରେ ମଣ୍ଟିଙ୍କୁ ଲକ୍ଷ୍ମୀପୁର କଂଗ୍ରେସ ଯୁବ ସଭାପତି ଭାବେ ଘୋଷଣା କରିଛି। ଏ ନେଇ ଗୁରୁବାର ଦିନ ୧ଟେ ସମୟରେ ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା ସୂଚନା ଦେବା ସହ ନିଜ ସୋସିଆଲ ମିଡିଆ ମାଧ୍ଯମରେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।