Download Now Banner

This browser does not support the video element.

ସୁକିନ୍ଦା: ବର୍ତ୍ତଣ୍ଡା ଗ୍ରାମରେ ମାଙ୍କ ଦର୍ଶନ କଲେ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ

Sukinda, Jajpur | Oct 1, 2025
ସୁକିନ୍ଦା ନିର୍ବାଚନ ମଣ୍ଡଳୀ ସୁକିନ୍ଦା ବ୍ଲକ ଅନ୍ତର୍ଗତ ବର୍ତ୍ତଣ୍ଡା ଗ୍ରାମରେ ଦୁର୍ଗାପୂଜା ମହା ଆଡ଼ମ୍ବରରେ ଅନୁଷ୍ଠିତ ହେଉଥିବା ବେଳେ ଏହି ପୂଜାରେ ସୁକିନ୍ଦା ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଯୋଗଦେଇ ଆଶ୍ରୀବାଦ କାମନା କରିଛନ୍ତି ।
Read More News
T & CPrivacy PolicyContact Us