This browser does not support the video element.
ବଲାଙ୍ଗୀର: ପାଣିପାଗ ବିଭାଗ ତରଫରୁ ଜିଲ୍ଲାକୁ ୟେଲୋ ସତର୍କତା ଜାରି, ବିଜୁଳି ଓ ଘଡଘଡି ସହ ବର୍ଷା ସମ୍ଭାବନା
Balangir, Balangir | Jun 19, 2025
ବଲାଙ୍ଗୀର ପାଣିପାଗ କେନ୍ଦ୍ର ତରଫରୁ ଆଜି ସକାଳେ ଜାରି ହୋଇଥିବା ସୂଚନା ଜିଲ୍ଲା କୁ"Yellow Warning" ବଲାଙ୍ଗୀର ଅଞ୍ଚଳରେ ଆସନ୍ତା କିଛି ଘଣ୍ଟା ମଧ୍ୟରେ ହାଲୁକା ଠାରୁ ମଧ୍ୟମ ବର୍ଷା, ବିଜୁଳୀ ଘଡ ଘଡି ଶହ ତୁଫାନି ପବନ ବେଶିକିଛି ସ୍ଥାନରେ ଘଟିପାରେ। ବିଜୁଳୀ ଘଡଘଡି ସହ ବର୍ଷା ପଡ଼ିପାରେ। ଏହି ପରିସ୍ଥିତିରେ ସତର୍କ ସୁଚନା ଦିଆଯାଉଛି: ଖୋଲା ଥାନରେ ରହିବାରୁ ବଞ୍ଚନ୍ତୁ |ବିଜୁଳି ଚମକୁଥିବାବେଳେ ଗଛ ତଳ, ବିଜୁଳି ଖୁଟି ଜଳଜମା ଅଞ୍ଚଳରୁ ଦୂରରେ ରୁହନ୍ତୁ