Download Now Banner

This browser does not support the video element.

ଢେଙ୍କାନାଳ ସଦର: ସ୍ଥାନୀୟ ହନୁମାନ ବାଟିକା ଚା ଖଟିରେ ଲୋକଙ୍କ ସମସ୍ୟା ବୁଝିଲେ ମନ୍ତ୍ରୀ

Dhenkanal Sadar, Dhenkanal | Sep 5, 2025
ଢେଙ୍କାନାଳ ଜିଲ୍ଲା ଗସ୍ତରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଥିଲା । ଶୁକ୍ରବାର ଦିନ ସକାଳ ମନ୍ତ୍ରୀ ତାଙ୍କ ସମର୍ଥକ ମାନଙ୍କ ସହିତ ମନ୍ତ୍ରୀ ସହରସ୍ଥ ବସଷ୍ଟାଣ୍ତ ନିକଟ ଚା ଖଟିରେ ଉପସ୍ଥିତ ରହି ଜିଲ୍ଲାର ବିଭିନ୍ନ ଉନ୍ନୟନ ବିଷୟରେ ଆଲୋଚନା କରିଥିଲେ ।
Read More News
T & CPrivacy PolicyContact Us